ହୁଅନ୍ତୁ ଶିକ୍ଷିତ ଇନଭେଷ୍ଟର

ଆମର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ନିବେଶକଙ୍କୁ ଜଣେ ଆତ୍ମନିର୍ଭର ଇନଭେଷ୍ଟର କରିବା. ଏହି କମ୍ପ୍ରେହେନସିଭ୍ ହବ୍ ହେଉଛି ଆପଣଙ୍କ ପାଇଁ ଉପଯୁକ୍ତ ସ୍ଥାନ, ଯାହା ଆପଣଙ୍କୁ ସ୍ୱାଧୀନ, ଭଲ ଭାବରେ ସୂଚିତ ଏବଂ ଆତ୍ମବିଶ୍ୱାସପୂର୍ଣ୍ଣ ନିବେଶ ନିଷ୍ପତ୍ତି ନେବା ପାଇଁ ଆବଶ୍ୟକ ଜ୍ଞାନ ଓ ଉପକରଣ ପ୍ରଦାନ କରିଥାଏ.

ଶିକ୍ଷା ଆରମ୍ଭ କରନ୍ତୁ
Team Lists

ମୌଳିକ ବିଷୟ ଶିଖନ୍ତୁ, ଆତ୍ମବିଶ୍ୱାସ ସହିତ ନିବେଶ କରନ୍ତୁ

Generic User Yellow Rectangle Decorative Image

ଆପଣଙ୍କର ଆର୍ଥିକ ଯାତ୍ରାକୁ ସଶକ୍ତ କରନ୍ତୁ

ଆତ୍ମନିର୍ଭର ଇନଭେଷ୍ଟର ହେବାର ଯାତ୍ରା

Icon - Question Mark

ଜିଜ୍ଞାସୁ ଏବଂ ଇଛୁକ

ନିବେଶ କରିବା ଓ ମାର୍କେଟ୍‌ର ମୂଳ ବିଷୟବସ୍ତୁ ଜାଣିବା ଆରମ୍ଭ କରନ୍ତୁ.

Icon - Magnifying Glass

ଗବେଷଣା ଓ ଅଧ୍ୟୟନ

ନିବେଶ ସମ୍ବନ୍ଧିତ ଅଧିକ ଜ୍ଞାନ ପ୍ରାପ୍ତ କରିବା ପାଇଁ ଆଗକୁ ବଢନ୍ତୁ.

Icon - Feature Highlight Box

ପୋର୍ଟଫୋଲିଓ ଡାଇଭର୍ସିଫିକେସନ୍

ସମ୍ଭାବ୍ୟ ରିଟର୍ନ ଏବଂ ରିସ୍କ କୁ ସନ୍ତୁଳିତ କରିବା ପାଇଁ ସମ୍ପତ୍ତିରେ ନିବେଶ ବିସ୍ତାର କରନ୍ତୁ.

Icon - Caution Sign

ରିସ୍କ ମ୍ୟାନେଜମେଣ୍ଟ

କ୍ଷତି କମ୍ କରିବା ପାଇଁ ରିସ୍କ ଟଲରେନ୍ସ ର ମୂଲ୍ୟାୟନ କରନ୍ତୁ ଏବଂ ରଣନୀତିଗୁଡ଼ିକୁ କାର୍ଯ୍ୟକାରୀ କରନ୍ତୁ.

Icon - Thumbs Up

ଆତ୍ମବିଶ୍ୱାସୀ ଓ ଆତ୍ମନିର୍ଭର

ନିବେଶ କରିବା ପାଇଁ ସୂଚନା ସମ୍ବଳିତ, ସ୍ୱାଧୀନ ଭାବେ ନିଷ୍ପତ୍ତି ନିଅନ୍ତୁ.

Investor Character Illustration
Young Investor Illustration
Reaction - Girl Smiling
Female Investor Illustration
Senior citizen Investor Illustration
Illustration - Active Process Reaction - Man Smiling

ନିବେଶ 101: ଆପଣଙ୍କର ଆର୍ଥିକ ଯୋଜନା

ଆମର ସମ୍ପୂର୍ଣ୍ଣ ମାର୍ଗଦର୍ଶିକା ଜରିଆରେ ନିବେଶର ଦୁନିଆ ବିଷୟରେ ଗଭୀର ଭାବରେ ବିଚାର କରନ୍ତୁ. ସିକ୍ୟୁରିଟିଜ୍‌ରେ ନିବେଶ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଅର୍ଜନ କରନ୍ତୁ, ମୁଖ୍ୟ ଶବ୍ଦଗୁଡିକୁ ବୁଝନ୍ତୁ ଏବଂ ଆପଣଙ୍କ ଆର୍ଥିକ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ନିବେଶ କରିବା କାହିଁକି ଗୁରୁତ୍ୱପୂର୍ଣ୍ଣ ହୋ‍ଇଥାଏ, ତାହା ଜାଣନ୍ତୁ. ଯଦି ଆପଣ ନିବେଶ କ୍ଷେତ୍ରରେ ନୂଆ ହୋ‍ଇଥାନ୍ତି କିମ୍ବା ନିଜର ଜ୍ଞାନକୁ ତାଜା କରିବାକୁ ଚାହୁଁଥାନ୍ତି, ତେବେ ଏହି ମାର୍ଗଦର୍ଶିକା ଆପଣଙ୍କ ପାଇଁ ଏକ ସୁଦୃଢ଼ ମୂଳଦୁଆ ହେବ.

ସିକ୍ୟୁରିଟି ବାବଦରେ ଜ୍ଞାନ: ସ୍ମାର୍ଟ ନିବେଶର ଚାବିକାଠି

ଆମର ସବିଶେଷ ଆଲୋଚନା ଜରିଆରେ ସିକ୍ୟୁରିଟି ବାବଦରେ ଜ୍ଞାନ ଅର୍ଜନ କରନ୍ତୁ. ସିକ୍ୟୁରିଟି କ'ଣ, ଏହା କିପରି କାର୍ଯ୍ୟ କରେ ଏବଂ ଏକ ସଫଳ ନିବେଶ ରଣନୀତିରେ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ତାହା ଜାଣନ୍ତୁ. ଏହି ମାର୍ଗଦର୍ଶିକା ଆପଣଙ୍କୁ ଏହି ଆବଶ୍ୟକୀୟ ନିବେଶ ଟୁଲ୍ ଏବଂ ସେଗୁଡ଼ିକ ଆପଣଙ୍କ ପାଇଁ କିପରି କାର୍ଯ୍ୟ କରିପାରିବ ତାହା ବୁଝିବାରେ ସାହାଯ୍ୟ କରିବ.

Icon - Guidance Box Reaction - Girl Surprise
Illustration - CDSL Investor Protection Fund Concept Reaction - Man Chilling

ସୋପାନଭିତ୍ତିକ ମାର୍ଗଦର୍ଶିକା: ନିବେଶ କିପରି ଆରମ୍ଭ କରିବେ

ଆପଣ ନିଜର ପ୍ରଥମ ନିବେଶ କରିବା ପାଇଁ ପ୍ରସ୍ତୁତ ଅଛନ୍ତି କିନ୍ତୁ କେଉଁଠାରୁ ଆରମ୍ଭ କରିବେ ତାହା ଜାଣିପାରୁ ନାହାଁନ୍ତି କି? ଏହି ସୋପାନଭିତ୍ତିକ ମାର୍ଗଦର୍ଶିକା ଆପଣଙ୍କୁ ନିବେଶ ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟରେ ସାହାଯ୍ୟ କରିଥାଏ. ଲକ୍ଷ୍ୟ ସ୍ଥିର କରିବା ଠାରୁ ଆରମ୍ଭ କରି ସଠିକ୍ ଆସେଟ୍‍ ଚୟନ କରିବା ପର୍ଯ୍ୟନ୍ତ, ଏହି ରିସୋର୍ସ ଆପଣଙ୍କୁ ଆତ୍ମବିଶ୍ୱାସର ସହ ଆରମ୍ଭ କରିବା ଏବଂ ପ୍ରତ୍ୟେକ ସୋପାନରେ ସୂଚନା ସମ୍ବଳିତ ନିଷ୍ପତ୍ତି ନେବାରେ ସାହାଯ୍ୟ କରିଥାଏ.

ପୋର୍ଟଫୋଲିଓ ଡାଇଭର୍ସିଫିକେସନ୍‌ର ଶକ୍ତି

ରିଟର୍ନକୁ ସର୍ବାଧିକ ଏବଂ ରିସ୍କକୁ ସର୍ବନିମ୍ନ କରିବା ପାଇଁ ନିଜର ନିବେଶ ପୋର୍ଟଫୋଲିଓ କୁ ଡାଇଭର୍ସିଫାଏ କରିବାର ଲାଭ ବିଷୟରେ ଜାଣନ୍ତୁ. ବିଭିନ୍ନ ଆସେଟ୍‍ ଓ ସେକ୍ଟରରେ ଆପଣଙ୍କ ନିବେଶକୁ ବିସ୍ତୃତ କରିବା ପାଇଁ ବିଭିନ୍ନ ରଣନୀତି ଶିଖନ୍ତୁ, ଯାହା ଆପଣଙ୍କୁ ଏକ ସୁଦୃଢ଼ ପୋର୍ଟଫୋଲିଓ ତିଆରି କରିବାରେ ସାହାଯ୍ୟ କରିଥାଏ, ମାର୍କେଟ ପରିବର୍ତ୍ତନ ସହିତ ଅନୁକୂଳ ରହିଥାଏ ଓ ଆପଣଙ୍କ ଆସେଟ୍‌କୁ ସ୍ଥାୟୀ ଭାବରେ ବୃଦ୍ଧି କରିଥାଏ.

Icon - Graph Reaction - Girl Showing Bicep
Icon - Briefcase Reaction - Confused Man

ପ୍ରଭାବୀ ରିସ୍କ ରିଡକ୍ସନ୍ ଷ୍ଟ୍ରାଟେଜୀ

ଆମର କମ୍ପ୍ରେହେନସିଭ୍ ରିସ୍କ ମିଟିଗେସନ୍ ଷ୍ଟ୍ରାଟେଜୀ ଜରିଆରେ ସମ୍ଭାବିତ ବିପଦରୁ ନିଜର ନିବେଶକୁ ସୁରକ୍ଷିତ ରଖନ୍ତୁ. ମାର୍କେଟ୍‌ରେ ଅସ୍ଥିରତା ରୁ ଆରମ୍ଭ କରି ଆର୍ଥିକ ମାନ୍ଦାବସ୍ଥା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ବିପଦଗୁଡ଼ିକୁ କିପରି ଚିହ୍ନଟ କରିବେ ଏବଂ ପରିଚାଳନା କରିବେ ତାହା ଜାଣନ୍ତୁ ଏବଂ ଆପଣଙ୍କ ଆସେଟ୍‌ଗୁଡିକୁ ଏବଂ ଆର୍ଥିକ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଉପଯୋଗୀ ଉପାୟଗୁଡ଼ିକୁ କାର୍ଯ୍ୟକାରୀ କରନ୍ତୁ.

ଇନଭେଷ୍ଟରଙ୍କ ଜାଣିବା କଥା

ଆମକୁ ଇନଷ୍ଟାଗ୍ରାମ ରେ ଫଲୋ କରନ୍ତୁ

×

ଆମକୁ ୟୁଟ୍ୟୁବ୍ ରେ ସବସ୍କ୍ରାଇବ୍ କରନ୍ତୁ

×